ସମ୍ବଲପୁରୀ ଶାଢ଼ିର ପ୍ରଶଂସାରେ ଶତମୁଖ ବିଦ୍ୟା ବାଲାନ

ଭୁବନେଶ୍ୱର : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ିକୁ ଖୁବ୍‌ ପ୍ରଶଂସା କରିଥିବା ବେଳେ ଏହି ଶାଢ଼ି ପିନ୍ଧି ସେ ସଦ୍ୟ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ସୋସିଆଲ ମିଡିଆ ପ୍ରଚାର କରିଥିଲେ। ତେବେ ଏହି ଶାଢ଼ିଟି ବିଦ୍ୟା ବାଲାନଙ୍କୁ ପିନ୍ଧାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଅମ୍ରିତା ସାବତଙ୍କ ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌। ବର୍ଷେ ତଳେ ଯେବେ ମୁମ୍ବାଇରେ ‘ଉତ୍କଳ ଅମ୍ରିତା’ … Continue reading ସମ୍ବଲପୁରୀ ଶାଢ଼ିର ପ୍ରଶଂସାରେ ଶତମୁଖ ବିଦ୍ୟା ବାଲାନ